କଲେଜରେ_ଝାଡ଼ାବାନ୍ତି_ନମୂନା_ନେଲା_ଟିମ୍‌.

*କଲେଜରେ_ଝାଡ଼ାବାନ୍ତି_ନମୂନା_ନେଲା_ଟିମ୍‌* *-ଭୁବନେଶ୍ବର ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି* *-ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ* *-ଚିକିତ୍ସା ପରେ ୬ ଛାତ୍ରଛାତ୍ରୀ ସୁସ୍ଥ ଥିବା ସୂଚନା ଦେଲେ ମେୟର* *-ପାଣିରୁ ଝାଡ଼ାବାନ୍ତି ବ୍ୟାପୀଥିବା ସନ୍ଦେହ କରାଯାଉଛି- ମେୟର* *-‘କଲେଜ ଓ ହଷ୍ଟେଲର ୪ଟି ସ୍ଥାନର ନମୁନା ପରୀକ୍ଷା ପାଇଁ ପଠାଯାଇଛି’* *-‘କଲେଜ ପରିସରରେ ସ୍ବାସ୍ଥ୍ୟ ଟିମ୍‌ ଡେରା ପକାଇଛନ୍ତି’*.

କଲେଜରେ_ଝାଡ଼ାବାନ୍ତି_ନମୂନା_ନେଲା_ଟିମ୍‌.