*କିମ୍ସ ମଣିପାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ*
*-ଭୁବନେଶ୍ବର କିମ୍ସ, ମଣିପାଲ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ*
*-ଅନିୟମିତତା ପ୍ରମାଣ ମିଳିଥିବାରୁ କାର୍ଯ୍ୟାନୁଷ୍ଠାନ ହେବ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ*
*‘-ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନିୟମିତତା ହୋଇଛି’*
*-‘ଆମ ଟିମ୍ ଅଭିଯୋଗ ଆଧାରରରେ କିମ୍ସ, ମଣିପାଲ ଭିଜିଟ୍ କରିଥିଲେ’*
*‘-କାହାଠୁ ଅଧିକ ଟଙ୍କା ତ କାହାକୁ ହଇରାଣ କରିଥିବା ପ୍ରମାଣ ମିଳିଛି’*
*‘-ସେଥିପାଇଁ ନୋଟିସ୍ କରିଛୁ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’*
*‘-ନୋଟିସ୍ର ଜବାବ ନ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’*
*‘-ଲୋକଙ୍କୁ ହଇରାଣ, ମିଥ୍ୟା ଅପପ୍ରଚାର ନ କରିବାକୁ ଘରୋଇ ହସ୍ପିଟାଲ୍କୁ ଅପିଲ୍*
*‘-IPD ରୋଗୀ ଆଡମିଶନର ୩ ଦିନ ପୂର୍ବରୁ ସବୁ ଟେଷ୍ଟ ମାଗଣା କରିପାରିବେ’*
*‘-ସେହିପରି ଡିସଚାର୍ଜ ହେବାର ୧୫ ଦିନ ପର୍ଯ୍ୟନ୍ତ ଦେୟମୁକ୍ତ ସୁବିଧା ପାଇବେ’*


admin 
