କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର.

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର.

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର ବନ୍ଧୁକ ମୁନରେ ୮ ଲକ୍ଷ ଲୁଟ ଘଟଣାରେ ସମ୍ପୃକ୍ତି ଥିଲା ମହୁଲଡିହା ଜଙ୍ଗଲରେ ଟଙ୍କା ପୋତି ଦେଇଥିଲା ପ୍ରଭାତ ଲୁଟ ଟଙ୍କା ଉଦ୍ଧାର ବେଳେ ପୋଲିସକୁ ଗୁଳି କରିଥିଲା ପ୍ରଭାତ ପୋଲିସର ପାଲଟା ଗୁଳି ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁରୁତର ପ୍ରଭାତ ମଲ୍ଲିକ ଧରଣୀଧର ମେଡିକାଲରେ ଭର୍ତ୍ତି ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ନାଁରେ ଅଛି ୪୦ରୁ ଅଧିକ କେସ୍