CBSE ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିଲା✍️

CBSE ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିଲା✍️

CBSE ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିଲା✍️
-CBSE ଦ୍ୱାଦଶ ମାର୍କ ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିଲା
-ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲରେ ଆରମ୍ଭ ହେଲା ଲାଇଭ୍
-CBSE ମୁଖ୍ୟାଳୟ ପକ୍ଷରୁ 'ଏକ୍ସ'ରେ ଦିଆଗଲା ଜରୁରୀ ସୂଚନା
-ଯାଞ୍ଚ ଓ ପୁନଃମୂଲ୍ୟାୟନ ଆବେଦନ ନେଇ ଭିଡିଓ ଜାରି
-ଭିଡିଓକୁ ଧ୍ୟାନପୂର୍ବକ ପର୍ଯ୍ୟାୟକ୍ରମେ ଦେଖିବାକୁ ନିର୍ଦ୍ଦେଶାବଳୀ