କେନ୍ଦ୍ରାପଡା,ଵାରୋ ସେବା ସମବାୟ ସମିତିରେ ଉତ୍ତେଜନା

କେନ୍ଦ୍ରାପଡା,ଵାରୋ ସେବା ସମବାୟ ସମିତିରେ ଉତ୍ତେଜନା

କେନ୍ଦ୍ରାପଡା,ଵାରୋ ସେବା ସମବାୟ ସମିତି ରେ ସାର ମନମୁଖୀ ମୂଲ୍ୟରେ ମିଳୁଥିବାରୁ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ ଠାରୁ ଅଧିକ 80 ରୁ 120 ଟଙ୍କା ନେଲେ ସାର ଦେଉଛନ୍ତି ୟୁରିଆ 350 ଓ ଡିଏପି 1550 ରେ ଚାଷୀଙ୍କୁ ବିକୁଚନ୍ତି ସମ୍ପାଦକ ଓ ସଭାପତି ଙ୍କୁ ପଚାରି ବାରୁ ସେ ବହୁତ କଷ୍ଟ କରି ଆଣିଛନ୍ତି ବୋଲି କହି ଇଛା ହେଉଛି ନୀହ ନହେଲେ ନାହିଁ ଉତ୍ତର ମିଳୁଛି