admin Sep 10, 2026 2
admin Sep 9, 2026 11
admin Sep 5, 2026 200
admin Aug 31, 2026 5
admin Aug 13, 2026 18
admin Sep 12, 2026 5
admin Sep 12, 2026 52
admin Sep 12, 2026 77
admin Sep 12, 2026 47
admin Sep 12, 2026 17
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 66
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 12, 2026 4
admin Sep 11, 2026 116
admin Sep 10, 2026 180
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
କ୍ୟାନ୍ସର ପୀଡିତ ଙ୍କ ନିମନ୍ତେ "ସମାଜ ମଙ୍ଗଳ ହୁଣ୍ଡୀ" ର ଶୁଭାରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆଜି ର ସମୟ ରେ ସାରା ଭାରତ ବର୍ଷ ମଧ୍ୟ ରେ କର୍କଟ ରୋଗ ମୁଖ୍ୟ ସମସ୍ୟା ରେ ପରିଣତ ହୋଇଛି l ଏହି ରୋଗ ରେ ରୋଗୀ ଅତିଶୟ ଯନ୍ତ୍ରଣା ଅନୁଭବ କରିବା ସହ ମୃତ୍ୟୁ ମୁଖ ରେ ପଡିଥାଏ l ଯେତେ ଧନ ସମ୍ପତି ଥିଲେ ମଧ୍ୟ ତାହା ସବୁ ସରିଯାଏ l ଏହିପରି ରୋଗୀ ମାନଙ୍କୁ ସହଯୋଗ କରିବାକୁ ଗୋଟିଏ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l କେନ୍ଦ୍ରାପଡ଼ା ଜିଲ୍ଲା ରେ ପ୍ରଥମ ଥର ଏହା ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ର ନାମ ରହିଛି କର୍କଟ ପୀଡିତ ଙ୍କ ପାଇଁ "ସମାଜ ମଙ୍ଗଳ ହୁଣ୍ଡୀ " l ଆଜି ଥିଲା ପଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ର ଗୁଣୁପୁର ପାଟଣା ଗ୍ରାମ ର ସଂଜୀବ ତରାଇ ଙ୍କ ପୁଅ ର ନାମକରଣ ଉତ୍ସବ l ଏହି କାର୍ଯ୍ୟକ୍ରମ ରେ ହୁଣ୍ଡୀ କୁ ରଖା ଯାଇ ଯାହା ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ସଞ୍ଚିତ ଅର୍ଥ ଏକ ପୀଡିତ ଙ୍କୁ ପ୍ରଦାନ କରାଯାଇଥିଲା l ଆଜି ଡେରାବିଶ ବ୍ଲକ ର ଠାକୁରପାଟଣା ର କର୍କଟ ପୀଡିତ ମୁରଲୀଧର ବାଇ ଙ୍କୁ ନିମନ୍ତ୍ରଣ କରା ଯାଇ ନୂତନ ବସ୍ତ୍ର ପ୍ରଦାନ ସହ ହୁଣ୍ଡୀ ସମର୍ପଣ କରାଯାଇଥିଲା l ଏହିପରି ଭିନ୍ନ ଭିନ୍ନ ଉତ୍ସବ ଓ ସଂସ୍କୁତିକ କାଯ୍ୟକ୍ରମ ରେ ହୁଣ୍ଡୀ ପଦର୍ଶନ କରି କର୍କଟ ପୀଡିତ ଙ୍କ ଉପସ୍ଥିତି ରେ ତାଙ୍କୁ ପ୍ରଦାନ କରାଯିବ ଓ ସାରା କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ବ୍ଲକ ରେ ଏପରି କାଯ୍ୟକ୍ରମ ହେବ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ମତ ଦେଇଛନ୍ତି l ଏହିପରି ଗୋଟିଏ ନୂତନ ଓ ସାମାଜିକ ଧର୍ମୀ କାଯ୍ୟକ୍ରମ ଦେଖି ଗ୍ରାମବାସୀ ଙ୍କ ସହ ବୁଦ୍ଧିଯିବି ମାନେ ଟ୍ରଷ୍ଟ କୁ ପ୍ରଂଶସା କରିଛନ୍ତି l ଆଜି ର କାଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଯଶୋଦା ମା ମୋହିନୀ ମା, ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ଉପଦେଷ୍ଟା ପ୍ରମୋଦ ନାୟକ,ନିମାଇଁ ଚରଣ ଦାଶ, ସୁରେନ୍ଦ୍ର ପରିଡା, ପିତାମ୍ବର ସ୍ୱାଇଁ, ନିହାର ରଞ୍ଜନ ଦାସ, ବଳରାମ ମଲ୍ଲିକ, ବାବୁରାମ ତରାଇ ଓ କୁନି ଝିଅ ପ୍ରୀତି ସମ୍ପୂନ୍ନା ତରାଇ ଉପସ୍ଥିତ ଥିଲେ l ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା
Previous Article
Next Article
admin1
admin1 Jun 17, 2026 135
admin May 7, 2026 9
admin Mar 14, 2026 17
admin May 4, 2026 24
admin Jul 27, 2026 9
admin1 Jun 24, 2026 6
admin Aug 3, 2026 422
admin Aug 23, 2026 392
admin Aug 11, 2026 352
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options