*ପୁଣି_ରାଜ୍ୟପାଳଙ୍କୁ_ଭେଟିବେ_ବିଜୟ !*

*ପୁଣି_ରାଜ୍ୟପାଳଙ୍କୁ_ଭେଟିବେ_ବିଜୟ !*

-ତାମିଲନାଡୁ ରାଜନୀତି: ସରକାର ଗଠନ ନେଇ ସସପେନ୍ସ ଜାରି

-ଆଜି ପୁଣି ରାଜ୍ୟପାଳଙ୍କୁ ଭେଟିପାରନ୍ତି ଟିଭିକେ ମୁଖ୍ୟ ବିଜୟ

-ଦିନ ୧୧ଟାରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିପାରନ୍ତି ବିଜୟ

-ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇପାରନ୍ତି

-ଗତକାଲି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ

-ଆବଶ୍ୟକ ବହୁମତ ନ ଥିବାରୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରି ଦେଇଥିବା ସୂଚନା