ତିନି ସିଂହ ପୁଣି ମୈଦାନ ରେ...

ତିନି ସିଂହ ପୁଣି ମୈଦାନ ରେ...

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ବରିଷ୍ଟ ବିଜେପି ନେତା ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଅଛି, ରାଜ୍ୟ ଶୃଙ୍ଖଳାକମିଟି ର ସୁପାରିସକ୍ରମେ ନିଲମ୍ବିତ ଆଦେଶ ପ୍ରତ୍ୟାହାର କରାଗଲା, ସେ ବିଜେପି ର ତିନି ଥର ସାଂସଦ, ରାଜ୍ୟ ପାଇଁ ଓ ଦେଶ ପାଇଁ ଜ୍ଞାନୀ ବ୍ୟକ୍ତି ଙ୍କ ଆବଶ୍ୟକ ରହିଛି, ସେ ଜଣେ ଦକ୍ଷ୍ୟ ପାଲା -ମେଣ୍ଟେରିଆନ ଭାବେ ଦେଶରେ ସୁ ପରିଚିତ, ସେ ସବୁବେଳେ MP ପଦ ନିମିତ୍ତ ନିର୍ବାଚନ ଲଢ଼ିଥାନ୍ତି, IRS, ଵ୍ୟକ୍ତି ଭାବେ ପରିଚିତ ଅଟନ୍ତି, ସେ ଜଣେ ରାଜନେତା, ସାହିତ୍ୟିକ, ସାଧୁ,ସୁସଙ୍ଘଠକ, ଜ୍ଞାନୀ ଵ୍ୟକ୍ତି, ଓ ସ୍ପଷ୍ଟବାଦୀ ଵ୍ୟକ୍ତି ଭାବେ ପରିଚିତ,