ଗୋପାଳ ପ୍ରକୃତ ଦୋଷୀ ନୁହେଁ ?

ଗୋପାଳ ପ୍ରକୃତ ଦୋଷୀ ନୁହେଁ ?

ଗୋପାଳ ପ୍ରକୃତ ଦୋଷୀ ନୁହେଁ ?
-ନବ ଦାସ ହତ୍ୟାରେ ଧରାପଡ଼ି ନାହାନ୍ତି କି ପ୍ରକୃତ ଦୋଷୀ ?
-ଗିରଫ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ନୁହେଁ କି ପ୍ରକୃତ ଦୋଷୀ.
-ନବ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଭରସା ପରେ ବଢ଼ିଲା ପ୍ରଶ୍ନ.
-ଉଚିତ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଧରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ.
-ପ୍ରକୃତ ଦୋଷୀକୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ କହିଛନ୍ତି
-ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ.
-ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ କିଏ ପ୍ରକୃତ ଦୋଷୀ ତାକୁ ନେଇ ବଢ଼ିଲା ଚର୍ଚ୍ଚା.