*ତେଲ ସଂକଟ..*

*୨୯ରୁଟ୍‌ ପାଇଁ ବିମାନ କଟକଣା..*

*ତେଲ ସଂକଟ..*

*-ତେଲ ସଂକଟ; ଉଡ଼ାଣ କମ୍‌ ପାଇଁ ସୂଚନା ଜାରି କଲା ଏୟାର ଇଣ୍ଡିଆ*

*-୨୯ଟି ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଣ କମ୍‌ ଓ ବାତିଲ ନେଇ ସୂଚନା*

*-ଜୁନ୍‌ରୁ ଅଗଷ୍ଟ ମଧ୍ୟରେ କଟକଣା ନେଇ ବିଧିବଦ୍ଧ ସୂଚନା*

*-ବିମାନ ଇନ୍ଧନ ଦାମ୍‌ ବୃଦ୍ଧି ଓ ଅନ୍ତର୍ଜାତୀୟ ଉଡ଼ାଣ କଟକଣାକୁ କାରଣ ଦର୍ଶାଇଲା*

*-ଶେଷ ମିନିଟ୍‌ ଉଡ଼ାଣ ବାତିଲ ଅସୁବିଧା ଏଡ଼ାଇବାକୁ ପଦକ୍ଷେପ*

*-ହର୍ମୁଜ ପ୍ରଣାଳୀ ଏଯାବତ ସ୍ବାଭାବିକ ହୋଇ ନ ଥିବାରୁ ତୈଳ ସଂକଟ*