ନୟାଗଡ ରେ ଜ଼lୱା ୟେଜିଦି ବାଇକ ସୋ ରୋମ ଉଦଘାଟିତ

ନୟାଗଡ ରେ ଜ଼lୱା ୟେଜିଦି ବାଇକ ସୋ ରୋମ ଉଦଘାଟିତ

ନୟାଗଡ ୮/୫ (ଅଶୋକ କୁମାର ସାଥୁଆ )ନୟାଗଡ ସଦର ଉପକଣ୍ଠ ଦୁର୍ଗା ପ୍ରସାଦ ଛକ ନିକଟରେ ଏସ କେ ଅଟୋ ମୋବାଇଲ ଜ଼lୱା ୟେଜିଦ ମୋଟର ସାଇକେଲ ସୋ ରୁମ ଉଦଘାଟିତ ହୋଇଯାଇଛି l ଏହି ସୋ ରୁମ କୁ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ଉଦଘାଟନ କରିଥିଲେ l ଏଥି ପୂର୍ଵ ରୁ ନୟାଗଡ ଜିଲ୍ଲା ରେ ଏହି ବାଇକ ସୋ ରୁମ ନଥିବାରୁ ଯୁବ ପିଢ଼ିଙ୍କ ମଧ୍ୟ ରେ ଆନନ୍ଦ ଦେଖା ଦେଇଛି l ସୋ ରୁମ ର ମାଲିକ ( ପ୍ରୋପାଇଟର ) ଶୀତଲ ପଟ୍ଟନାୟକ ବକ୍ତବ୍ୟ ରଖିଛନ୍ତି କି ଏହି ସୋ ରୁମ ରେ ୬/୭ ଟି ମଡେଲ ର ଗାଡି ଉପଲବ୍ଧ ରହିଛି l ଉଚ୍ଚତମ ମାନ ର ସେବା ସହିତ ସ୍ପେୟାର ପାର୍ଟସ ଯୋଗାଇ ଦିଆଯିବ l ବର୍ତ୍ତମାନ ଯେଉଁ ଗ୍ରାହକ ମାନେ ଗାଡି କିଣିବେ ଅଥବା ବୁକିଙ୍ଗୀ କରିବେ ଏମାନଙ୍କ ପାଇଁ ସ୍ୱତନ୍ତ୍ର ରିହାତି ମିଳିବ l ଏହି ବାଇକ ସୋ ରୁମ ରେ ସ୍କ୍ରlମ୍ବଲର, ରୋଡ଼ ଷ୍ଟାର ଓ ଆଡ଼ଭେଞ୍ଚର ଆଦି ମଡେଲ ର ଗାଡି ଉପଲବ୍ଧ ଅଛି ଯାହା ୩୩୪ ସି ସି ଇଞ୍ଜିନି ସଂଯୋଗ ରହିଛି l ଏହି ଗାଡିର ବିଶେଷତ୍ୱ ହେଉଛି କି ଏଥିରେ ଏଲ ଇ ଡି ଲାଇଟ ସେଟ ଅପ ରହିଛି ଏବଂ ଉନ୍ନତ ମାନ ର ଟାୟାର ସଂଯୁକ୍ତ ରହିଛି l ଆଜି କାଲି ଯୁବ ପିଢ଼ି ପ୍ରାୟତଃ ବେଗ ଓ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବାଇକ କୁ ପସନ୍ଦ କରୁଛନ୍ତି, ଯାହା ଉକ୍ତ ବାଇକ ରେ ଏହି ସବୁ ସୁବିଧା ଉପଲବ୍ଧ ରହିଛି ଲ