admin Sep 10, 2026 2
admin Sep 9, 2026 11
admin Sep 5, 2026 200
admin Aug 31, 2026 5
admin Aug 13, 2026 18
admin Sep 12, 2026 5
admin Sep 12, 2026 52
admin Sep 12, 2026 77
admin Sep 12, 2026 47
admin Sep 12, 2026 17
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 66
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 12, 2026 4
admin Sep 11, 2026 116
admin Sep 10, 2026 180
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
ନୟାଗଡ଼ ଜିଲ୍ଲାର ଏନ୍ଇଇଟି (NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବା ---------------------------------------------------------------------- ନୟାଗଡ଼ , ତା.୧୮.୦୬.୨୦୨୬ - ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ପକ୍ଷରୁ ଜୁନ ୨୧ରେ ହେବାକୁ ଥିବା ‘ଏନ୍ଇଇଟି ’(NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ପରୀକ୍ଷାର୍ଥୀମାନେ ଓଏସ୍ଆର୍ଟିସି ଓ ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ନୟାଗଡ ପୁରୁଣା ବସ୍ଷ୍ଟାଣ୍ଡ ମେଡିକାଲ ଛକରୁ ଆଡ୍ମିଟ୍ କାର୍ଡ ଦେଖାଇ ନିଃଶୁଳ୍କ ଯାତ୍ରା କରିପାରିବେ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଓଏସ୍ଆର୍ଟିସି ତରଫରୁ ବ୍ୟବସ୍ଥା କରାଯାଇଛି I ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ବସ୍ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପୂର୍ବରୁ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ପରୀକ୍ଷା ସରିବା ପରେ । ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ସ୍ଥାନକୁ ଫେରିବା ପର୍ଯ୍ୟନ୍ତ ଏହି ନିଃଶୁଳ୍କ ସେବା ଜାରି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସ୍ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଅନ୍ୟାନ୍ୟ ଅ।ନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବ I ନୟାଗଡ ଜିଲ୍ଲାର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନୋଡାଲ୍ ଅଧିକାରୀ ଭାବେ ମଟର ଯାନ ନିରୀକ୍ଷକ, ପ୍ରକାଶ କୁମାର ଦୀପ୍ (୯୨୩୭୩୭୮୫୮୩ ) ନିଯୁକ୍ତ ହୋଇଛନ୍ତି I ଏହି ସମ୍ବନ୍ଧରେ ଅଧିକ ସୂଚନା ନିମନ୍ତେ ନୟାଗଡ ଓଏସ୍ଆର୍ଟିସି ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର - ୮୨୬୦୮୮୦୨୪୯ (ଲକ୍ଷ୍ମୀଧର ବାବୁ ) ଜାରି କରାଯାଇଛି । ଏତଦ୍ ବ୍ୟତୀତ ଯେଉଁ ପରୀକ୍ଷାର୍ଥୀମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସହାୟତା ଚାହିଁବେ, ସେମାନେ ଡେପୁଟି କଲେକ୍ଟର, ତପସ୍ଵିନୀ ହାଁସଦା, ଓ.ପ୍ର.ସେ.(୭୦୦୮୭୧୭୭୭୪)ଙ୍କୁ ପରୀକ୍ଷାର ଏକ ଦିନ ପୂର୍ବରୁ ଯୋଗାଯୋଗ କରିପାରିବେ I ନୟାଗଡ଼ ରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିବା ବିଭିନ୍ନ ସରକାରୀ ବସ୍ ଗୁଡିକର ସାରଣୀ ନିମ୍ନରେ ପ୍ରଦାନ କରାଗଲା I
Previous Article
Next Article
admin1
admin1 Jul 4, 2026 7
admin1 Jun 11, 2026 6
admin1 Jul 1, 2026 3
admin May 6, 2026 7
admin1 Jun 15, 2026 5
admin May 5, 2026 6
admin Aug 3, 2026 422
admin Aug 23, 2026 392
admin Aug 11, 2026 352
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options