ଖୋଲିବ_ହର୍ମୁଜ_ପ୍ରଣାଳୀ_ଓ_ଅବରୋଧ_ହଟାଇବ_ଆମେରିକା

ଖୋଲିବ_ହର୍ମୁଜ_ପ୍ରଣାଳୀ_ଓ_ଅବରୋଧ_ହଟାଇବ_ଆମେରିକା

*ଖୋଲିବ_ହର୍ମୁଜ_ପ୍ରଣାଳୀ_ଓ_ଅବରୋଧ_ହଟାଇବ_ଆମେରିକା* -ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ୍‌ର ସହମତି -ଯୁଦ୍ଧ ରୋକିବାକୁ ଶାନ୍ତି ଚୁକ୍ତି ପାଇଁ ଉଭୟ ଦେଶ ସହମତ -ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ସ୍ବାକ୍ଷରିତ ହେବ ଐତିହାସିକ ଶାନ୍ତି ଚୁକ୍ତି -୮୦ତମ ଜନ୍ମଦିନ ଅବସରରେ ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ -ପାକିସ୍ତାନ ମଧ୍ୟସ୍ଥତାରେ ୧୪ ଘଣ୍ଟାର ଆଲୋଚନା ପରେ ଶାନ୍ତି ଚୁକ୍ତି ଘୋଷଣା -ଐତିହାସିକ ଶାନ୍ତି ଡିଲ୍ ଦ୍ବାରା ୩ ମାସ ଧରି ଚାଲିଥିବା ଯୁଦ୍ଧର ହେଲା ଅନ୍ତ -ଖୋଲିବ ହର୍ମୁଜ ପ୍ରଣାଳୀ ଓ ଅବରୋଧ ହଟାଇବ ଆମେରିକା