ଜୁନ୍ ୧୨ରୁ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ...*

ଜୁନ୍ ୧୨ରୁ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ...*

*ଜୁନ୍ ୧୨ରୁ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ...* *-ସ୍ୱାବଲମ୍ବୀ ଯୁବକଙ୍କ ଉପରେ ସରକାରଙ୍କ ଫୋକସ୍* *-ଜୁନ୍ ୧୨ରୁ ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’* *-ରାଜ୍ୟର ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା, ଉଦ୍ୟୋଗୀ ସୃଷ୍ଟିକୁ ପ୍ରୋତ୍ସାହନ ଲକ୍ଷ୍ୟ* *-ଏନେଇ ଦକ୍ଷତା ବିକାଶ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି*