ଭୋଟ୍‌_ଚୋରି_ହୋଇଛି ଇସ୍ତଫା_ଦେବିନି

ଭୋଟ୍‌_ଚୋରି_ହୋଇଛି  ଇସ୍ତଫା_ଦେବିନି

ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ

'ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି’

ଭାରତ ସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି: ମମତା

ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି: ମମତା

ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ, ଇସ୍ତଫା ଦେବିନି

ମୁଖ୍ୟମନ୍ତ୍ରୀ ନ ଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ