ପୁଣି ଥରେ ଅଭ୍ୟାସ ଟେକ୍ନୋ ସ୍କୁଲ , ର ବାଜିମାତ୍ । 100% ପାସ୍

ପୁଣି ଥରେ ଅଭ୍ୟାସ ଟେକ୍ନୋ ସ୍କୁଲ , ର ବାଜିମାତ୍ । 100% ପାସ୍

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନର୍ଗତ 326 ରାଜ୍ୟ ରାଜ ପଥ ସାଇଡ଼ ରେ ଅଭ୍ୟାସ ଟେକ୍ନ ସ୍କୁଲ ଅବସ୍ଥିତ ଏବର୍ଷ CBSE ରିଜେଲ୍ଟ ଫଳାଫଳ ଗତ ବର୍ଷ ଠାରୁ ଏ ବର୍ଷ ଅତି ଉତ୍ତମ ଥିଲା ଏ ବର୍ଷ 100% ପାସହାର କୁ ଅଭିଭାବକ ତଥା ଛାତ୍ର ଛାତ୍ରି ମହଲ ରେ ଉତ୍କୃଷ୍ଟା ସହ ଉତ୍ସାହ ର ବାତାବରଣ ଖେଳିଯାଇଛି ଅଭିବାବକ ମହଲ ରେ ଖୁସିର ଲହରୀ ଖେଳିଯାଇଛି ଗତ କାଲି ପ୍ରକାଶ ପାଇ ଥିବା CBSE ଦଶମ ଶ୍ରେଣୀ ଫଳାଫଳରେ ଅଭ୍ୟାସ ଟେକ୍ନୋ ସ୍କୁଲ ର ସଫଳତା। ବର୍ଷ କୁ ବର୍ଷ ଫଳାଫଳ (ରେଜଲ୍ଟ)ରେ ଉନ୍ନତି ଦେଖିବାକୁ ମିଳିଛି ।ଅନୁଷ୍ଠାନ ର ସେକ୍ରେଟାରୀ ଲାଡି ତୁକାରାମ ଏହି ଫଳାଫଳ ର ସମସ୍ତ ଶ୍ରେୟ ଅଞ୍ଚଳ ବାସୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାୟଗଡା

 ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର