*ପୁଣି ସୃଷ୍ଟି ହେଲା ଲଘୁଚାପ*

*ପୁଣି ସୃଷ୍ଟି ହେଲା ଲଘୁଚାପ*

*-ଦକ୍ଷିଣ ମିଆଁମାର ଉପକୂଳ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି*

*-କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି*

*-ବାୟୁମଣ୍ଡଳର ୯.୪ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ*

*-ଆଣ୍ଡାମାନ ଓ ମିଆଁମାର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶ ସମ୍ଭାବନା*

*-ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼େ ଅଗ୍ରସର ସମ୍ଭାବନା*