ପୂର୍ବ ସରକାର ରକ୍ଷକ ହୋଇ ଭକ୍ଷକ ସାଜିଥିଲେ।

ରାଜ୍ୟରେ ଖଣିଜ ପଦାର୍ଥ ଚୋରି ପ୍ରସଙ୍ଗକୁ ନେଇ ବିଜେଡିର ଅଭିଯୋଗ ଉପରେ ଜବାବ୍ ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ।
ପୂର୍ବ ସରକାର ରକ୍ଷକ ହୋଇ ଭକ୍ଷକ ସାଜିଥିଲେ।
ଚୋରି ଲୁଚାଇବା ପାଇଁ ଧର୍ମଶାଳାର ପୂର୍ବତନ ବିଧାୟକ ଯୋଜନା କରୁଛନ୍ତି। ରାଜା ଚକ୍ର ପରେ ଧର୍ମଶାଳା ର ପୂର୍ବତନ ବିଧାୟକଙ୍କ ପାଳି।
କୌଣସି ବି ଜଣେ ଖଣି ଚୋର ମୋହନ ସରକାରରେ ଖସି ଯିବେନି -
ହିମାଂଶୁ ଶେଖର ସାହୁ, ଧର୍ମଶାଳା ବିଧାୟକ
ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବହୁଚର୍ଚ୍ଚିତ ଡ଼ଙ୍କାରୀ, ରାହାଡ଼ପୁର, ବିଛାଖଣ୍ଡି, ବାଘୁଆ, ଅଂଜିରା, କୁସୁନପୁର, ବାଜବାଟି ଏବଂ ଆରୁହାରେ ବିଗତ ସରକାରରେ Revenue Deptt. ଦ୍ୱାରା ୭୦-୮୦ ଟି ଖଣି ମାଫିଆ ଏବଂ ଠିକାଦାରଙ୍କ ହାତକୁ ଟେକି ଦେଇଥିଲେ ।
ବଡ଼ ର୍ଦୁଭାଗ୍ୟ ଏବଂ ଦୁଃଖର କଥା Revenue Deptt. ଦେଇଥିବା ଉତୋଳନର ପରିମାଣ sqrt(6 deg) ନିର୍ଦ୍ଧାରିତ ସୀମାକୁ ଭୁଲିଯାଇଥିଲେ ଖଣି ମାଫିଆ ମାନେ । ବିଗତ ସରକାରରେ ଥିବା ସ୍ଥାନୀୟ ପୂର୍ବତନ ବିଧାୟକ sqrt(6 deg) ତାଙ୍କର ଅନ୍ୟ ନେତାମାନେ ସମସ୍ତେ ମିଶି ମନଇଚ୍ଛା ତାଡ଼ି ଖୋଳି ହଜାର ହଜାର କୋଟି ଟଙ୍କାର କଳାପଥର ଓଡ଼ିଶା sqrt(6 deg) ଓଡ଼ିଶା ବାହାରକୁ ରପ୍ତାନୀ କରୁଥିଲେ sqrt(6 deg) ସେଠାରେ ଥିବା ବହୁଳ ଜଙ୍ଗଲ ଜମିକୁ ତାଡ଼ି ଗଭୀର କରି ୬୦୦-୭୦୦ ଫୁଟ୍ ଜଙ୍ଗଲ ଜମିକୁ ଧ୍ବଂସ କରିଦେଲେ । ଏହି ନିର୍ଦ୍ଧାରିତ ଖଣିକୁ ବିଜୁ ଜନତା ଦଳର ବର୍ତମାନର ୧୨ ନଂ ଜୋନର ଜିଲ୍ଲାପରିଷଦର ସଭ୍ୟାଙ୍କ ସାମୀ, ପୂର୍ବତନ ଜିଲ୍ଲାପରିଷଦ ଏବଂ ନିର୍ଦ୍ଦିଷ୍ଟ କେତେ ସରପଂଚ ସେମାନେ କବଚା କରି ଅନିୟମିତା ହିସାବରେ ଚଲାଉଥିଲେ । ସେତେବେଳେ ଯଦି କେହିବି ପ୍ରଶ୍ନ ଉଠାଉଥିଲେ ସେତେବେଳେ ତାଙ୍କୁ ଚୁପ୍ ରଖୁବା ପାଇଁ କେତେ ବେଳେ ବୋମା ମାଡ଼ ତ, କେତେବେଳେ ଗାଡ଼ି ଚଢାଇ ମାରିବାକୁ ବି ପଛାଉନଥିଲେ । ଅନିୟମିତତା ଖଣିଖନନ ଦ୍ଵାରା ବହୁତ ନିରିହ ଲୋକଙ୍କର ଜୀବନହାନୀ ହୋଇଛି । ମୁଁ ଆପଣଙ୍କୁ ଅବଗତ କରିରଖେ, ବର୍ତମାନ ୧୨ ନଂ ଜୋନର ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରଣତୀ ଲେଙ୍କା ତାଙ୍କ ସାମୀ sqrt(6) deg Representative ପ୍ରହଲ୍ଲାଦ ଲେଙ୍କା ଯାହା ନାମରେ ୨୦ କୋଟି ଟଙ୍କାର ଫାଇନ ଅଛି ତାହା ଯଦି ପୁର୍ନବାର ଖଣି ବିଭାଗ ଦ୍ବାରା ମପାହୁଏ ୩ ହଜାର କୋଟିରୁ ଅଧିକ ଟଙ୍କାର ଖଣି ଚୋରି Scam ବାହାରିବ । ଯେଉଁ ସରକାର ହଜାର ହଜାର କୋଟି ଟଙ୍କାର ଖଣି ଖାଇ ନିଜର ବ୍ୟାଙ୍କ ବାଲାନ୍ସ, ନିଜର ଭୂସଂପତି, ବିଶାଳ ଘର ଏବଂ କଳାବଜାରି ବ୍ୟବସାୟ ବଢାଇଛି, ସେ ସମୟରେ ସରକାର ଥିଲାବେଳେ କେତେଥର ପ୍ରେସ୍ ମିଟ୍ ଏବଂ କେତେଥର ପ୍ରଶାସନିକ ଅଧିକାରୀମାନଙ୍କୁ ଚିଠି ଲେଖୁ କେତେଥର ଅବଗତ କରିଥିଲେ । ପୂର୍ବତନ ଧର୍ମଶାଳାର ବିଧାୟକ ଖଣି ବିଭାଗକୁ ସେ ସମୟରେ କେତେଥର ପେସ୍ ମିଟ୍ ଏବଂ ଚିଠି ଲେଖୁଥୁବାର ଆପଣ ଦେଖୁଥିଲେ । କାରଣ ଚୋର ଜାଣିଛି କେଉଁଠି ଚୋରି ହୋଇଛି ଏବଂ ନିଜକୁ ବଂଚାଇବା ପାଇଁ ପ୍ରହଶନ ଚଳାଇଛି ଏବଂ ଧର୍ମଶାଳାର ୧୩ ନଂ ଜୋନର ପୂର୍ବତନ ବିଜୁ ଜନତା ଦଳର ଜିଲ୍ଲାପରିଷଦ ନିଂରଜନ ରାଉତ ଖଣିଚୋରି ଏବଂ ଅନ୍ୟାନ୍ୟ ସଂଗୀନ ଅପରାଧ ମାମଲାରେ ଗିରଫ ହୋଇଥିଲା ।
ଆଜି ଯେତେବେଳେ କେଉଁଝର ଜିଲ୍ଲାର ବିଜୁ ଜନତା ଦଳର ଆଗଧାଡ଼ିର ନେତା ଏବଂ ରାଜ୍ୟ ସାଧାରଣ ସଂପାଦକ (ରାଜା ଚକ୍ର) ଭଳି ଖଣି ମାଫିଆ ପୋଲିସ୍ ପ୍ରଶାସାନ ଦ୍ବାରା ଆଇନ ଅନୁଯାୟୀ ବନ୍ଧା ହୋଇ ଜେଲ ଗଲା ସେତେବେଳେ କୌଣସି କୌଣସି ମତେ ମାଫିଆ ସଙ୍ଘଦାର ଏବଂ ପୂର୍ବତନ ବିଧାୟକଙ୍କ ଭାଲେଣି ପଡ଼ିଗଲା । ଖଣି ଚୋରି ସହ ଜଡ଼ିତ ରହିଥିବା ବିଜୁ ଜନତା ଦଳର ନେତାମାନଙ୍କର ଛାନିଆ ଓ ଡ଼ର ପସିଲାଣି । ଔଷଧ ବିକଳରେ ତାଟିଆ କାମୁଡ଼ିଲେଣି । କାଳେ ସେମାନେ କରିଥୁବା କଳାକାରାନାମା ପାଇଁ ବନ୍ଧା ହୋଇ ଜେଲ ପଳେଇବେ । କାଳେ ସେମାନେ ଅର୍ଜନ କରିଥିବା ୨୪ ବର୍ଷର ଖଣିଚୋରି କଳାସଂପତି ସରକାରଙ୍କ ଦ୍ବାରା ବାଜ୍ୟାପ୍ତ ହୋଇଯିବ ଏଣୁ ଏଠି ଚୋର ମାଗୁଛି ନ୍ୟାୟ । ଏଠି ପ୍ରଶ୍ନ ଉଠୁଛି ଯେ ପୂର୍ବତନ ବିଧାୟକ ଧର୍ମଶାଳା ତାଙ୍କର ମାଫିଆ ନେତାମାନେ ସାଧୁ ଦେଖାଉଥିଲା ବେଳେ ତାଙ୍କର ନେତାମାନଙ୍କ ସହ ମିଶି ଖଣି ମାଫିଆମାନଙ୍କ ସହ ସଂପୃକ୍ତ ରହି ସରକାରଙ୍କୁ ଗୁମରା କରିବା, ମିଛ ବଦନାମ କରିବା ଏବଂ କିଛି ଅସାମାଜିକ Youtuber କୁ ଖଣି ଭିତରେ ପୁରାଇ ସେମାନେ ବିଗତ ୨୪ ବର୍ଷର ଖଣି ଖାଦାନ ଲୁଟ୍ କରି ଗର୍ତ କରିଥିବା ଅଠା ଆମ ସରକାରଙ୍କ ମୁଣ୍ଡରେ ବୋଳିଦେଇ ଖସିଯିବାକୁ ଋହୁଁଛନ୍ତି । ବିଗତ ଦିନରେ Digital Media/Social Media ও গাছে งอ ตติภิศเคด ଲୁଣ୍ଠନର ଫଟୋ, ଭିଡ଼ିଓ ସବୁ ଭରପୁର ଅଛି । ଏବେ ଏବେ ବିଜୁ ଜନତା ଦଳର ନେତାମାନେ ଚୋରି ଧରାପଡ଼ିବା ଡ଼ର ଭୟରେ ଏତେ ପାଗଳ ହୋଇଯାଇଛନ୍ତି ଯେ ନିଜେ ନିଜେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ହାତକୁ ନେଇ ଚୋର ଖଣି ମାଫିଆ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ନେଇ ନିଜେ ଖଣି ଖାଦାନ ଭିତରେ ପଶି ମାରପିଟ୍ କରି ଆଇନକୁ ହାତକୁ ନେଉଛନ୍ତି । ମୁଁ ପୁର୍ନବାର ଗୃହକୁ ଅନୁରୋଧ କରୁଛି ଆମ ସରକାର ଆସିବା ପରେ କୌଣସି ଖଣି ଖାଦାନ କିଛିବି ନିଲାମ ଦିଆଯାଇନାହିଁ ସମସ୍ତ ଖଣି ପୂର୍ବତନ ସରକାରଙ୍କ ଦ୍ବାରା ଦିଆଯାଇଥିବା ମାଫିଆ ମାନେ ସେତେବେଳେ ତାଙ୍କୁ ଭଲ ଲାଗୁଥିଲେ ଏବେ ସେହି ମାଫିଆ ମାନେ ବିଜୁ ଜନତା ଦଳ ପାଇଁ ଚୋର କେମିତି ହୋଇଗଲେ । ଲିଜ୍ Quarry କୁ ଚଳାଉଥିବା ବେଳେ ବିଜୁ ଜନତା ଦଳକୁ କାହିଁକି ଖରାପ ଲାଗୁଛି ଏହା ସିଧାସିଧା ଜଣାପଡ଼ୁଛି ବିଜୁ ଜନତା ଦଳର ନେତାଟି ଏବେ ଚାନ୍ଦା ନପାଇବାରୁ ତାହାରି ନିଜର ଖଣି ମାଫିଆ ଏବେ ତାଙ୍କୁ ଚୋରଭଳି ଦିଶୁଛି । ସରକାର ପରିବର୍ତନ ପରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଖଣି ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି ଦ୍ବାରା ଅନିୟମିତତା ହୋଇଥିବା ବିଗତ ଖଣି, ବକେୟା ରାଶି ଆଦାୟ ଏବଂ ସମସ୍ତ ଖଣି ନିୟମ ଅନୁସାରେ ଚଲେଇବା ପାଇଁ ଲିଖୁତ ଆକାରରେ ଜଣାଇଅଛି। ତାହା ପରେ ସରକାର ସଙ୍ଗେସଙ୍ଗେ ସମସ୍ତ ଖଣି ମାଫିଆ ଉପରେ OPDR ମକଦ୍ଦମା କରି କିଛି ଅଳ୍ପ ମାତ୍ରାରେ ଆରୁହା ଖାଦାନରୁ ଜୋରିମାନା ଆଦାୟ କରିବାରେ ସକ୍ଷମ ହୋଇଅଛି ଏବଂ ଆଉକିଛି ଖଣିଲୁଣ୍ଠନ କରିଥିବା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲାପରିଷଦର ସଭ୍ୟ କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି । ସେଥିପାଇଁ ବୋଧେ ବିଜୁ ଜନତା ଦଳର ନେତା ମାନେ ବାରସାର ପ୍ରେସ୍ ମିଟ୍ କରି ଆଇନ୍ ଶୃଙ୍ଖଳା ତାଙ୍କ ପାଇଁ ବିପର୍ଯ୍ୟୟ ହୋଇଯାଉଛି ବୋଲି ମିଛ ପ୍ରହଶନ କରୁଛନ୍ତି ।
4 ໘ ๑๐ Revenue Deptt. 66 ฉดิตฐ์ Revenue Official Staffs ଥିବା ବେଳେ କ'ଣ ପାଇଁ ଏବଂ କାହା ସାର୍ଥରେ ବିଗତ ସରକାର Minor-Mineral ໑ গো DDM এ নো Mining Officer ଦାୟିତ୍ଵରେ ଦୁଇ ଦୁଇଟି ଜିଲ୍ଲା ଦେଇଥିଲେ ଏବଂ ଯେଉଁ OMMC ନିୟମାବଳୀ ଅନୁସାରେ ସହସହ କୋଟି ଟଙ୍କାର ଟେଣ୍ଡର Mining Officer ଏବଂ DDM ଦ୍ଵାରା ହୋଇପାରୁଛି ହେଲେ ଅନିୟମିତତା ଖଣି ସିଜ୍ କଲେ ଗୋଟେ DDM ଏବଂ Mining Officer ୫ ଲକ୍ଷରୁ ଉଦ୍ଧ ଜୋରିମାନା କରିବାର କ୍ଷମତା ନାହିଁ । ଏହି ନିୟମାବଳୀ କାହା ସାର୍ଥ ପାଇଁ କାର୍ଯ୍ୟକାରୀ କରାଯାଇଥିଲା । ସିଧାସିଧା ଜଣାପଡ଼ୁଛି ବିଗତ ସରକାର ଖଣି ଚୋରି ମାଫିଆ ମାନଙ୍କୁ କିପରି ପ୍ରଶୟ ଦେଇ ସହସହ କୋଟି ଟଙ୍କା କଳାଧନ ରୋଜଗାର କରିପାରିବେ ଏବଂ ମାଫିଆମାନଙ୍କୁ ସୁବିଧା ଦେଇ ସେହି ପଇସାରେ କଳାସଂପତିର ମାଲିକ ହୋଇପାରିବେ ଏହାହିଁ ତାଙ୍କର ଲକ୍ଷ୍ୟ ଥିଲା ଜାହା ସ୍ପଷ୍ଟ ଜଣାପଡ଼ୁଛି, ସେଥୁପାଇଁ ସାଧାରଣ ଜନତା ସରକାର ବଦଳାଇ ଦେଲେ ।
ମୁଁ ଗୃହକୁ ଆସୁଥୁବା ଏବଂ ନିର୍ବାଚନରେ ହାରିଥିବା ବିଧାୟକମାନଙ୍କୁ ଅନୁରୋଧ କରୁଛି ଏହି ଖଣିମାଫିଆ ମାନଙ୍କୁ ଘଂଟ ଘୋଡ଼େଇ ଲୁଚେଇ ରଖୁବା ବନ୍ଦ କରନ୍ତୁ ଏବଂ ତାଙ୍କ ଉପରେ ଲଗାଯାଇଥବା ଜୋରିମନା ଆଦାୟ କରିବାରେ ସରକାରଙ୍କୁ ସହଯୋଗ କରନ୍ତୁ ।
ମୁଁ ଗୃହରେ ପୁର୍ନବାର କହିବାକୁ ଚାହେଁ ଆମ ସରକାର ଏହି ମାଫିଆ ମାନଙ୍କୁ ତୁରନ୍ତ ଗିରଫ କରି କଳାଧନ ରାଜକୋଷକୁ ଫେରିବା ସହ କେବଳ ଧର୍ମଶାଳା ନୁହେଁ ସାରା ଓଡ଼ିଶାର Minor & Major Mineral ଗୁଡ଼ିକ ଆଇନ୍ ଅନୁଯାୟୀ ଟେଣ୍ଡର କରି ସରକାରଙ୍କ ରାଜସ ବୃଦ୍ଧି କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । ଗତ ସରକାରରେ ପୂର୍ବତନ ବିଧାୟକ ମୋଟା ଅଙ୍କର ଟଙ୍କା ନେଉଥିଲେ. ଏବେ ବନ୍ଦ ହୋଇଯାଇଛି. ସେଥିପାଇଁ ଭ୍ରମିତ କରାଯାଉଛି. ମୋହନ ମାଝୀ ସରକାରରେ କୌଣସି ନୂଆ ଟେଣ୍ଡର ହୋଇନି. ସବୁ ଖଣି ଚୋର ବନ୍ଧା ହେବେ. ବାଇଟ: ହିମାଂଶୁ ସାହୁ, ଧର୍ମଶାଳା ବିଧାୟକ