ନିଫା ଓ ରକ୍ତଦାତା ପ୍ରବର୍ତ୍ତକ ସଂଘ ପକ୍ଷରୁ ରକ୍ତଦାନ ଶିବିର, ୫୨ ୟୁନିଟ୍ ରକ୍ତ ସଂଗ୍ରହ .

ନିଫା ଓ ରକ୍ତଦାତା ପ୍ରବର୍ତ୍ତକ ସଂଘ ପକ୍ଷରୁ ରକ୍ତଦାନ ଶିବିର, ୫୨ ୟୁନିଟ୍ ରକ୍ତ ସଂଗ୍ରହ .


ନିଫା ଓ ରକ୍ତଦାତା ପ୍ରବର୍ତ୍ତକ ସଂଘ ପକ୍ଷରୁ ରକ୍ତଦାନ ଶିବିର, ୫୨ ୟୁନିଟ୍ ରକ୍ତ ସଂଗ୍ରହ .

ବୌଦ୍ଧ:୨୧/୩(ନିପ୍ର) ଅନ୍ତର୍ଜାତୀୟ ରକ୍ତଦାନ ସଚେତନ ଅଭିଯାନ କାର୍ଯ୍ୟକ୍ରମ ନୀଫା ପକ୍ଷରୁ ସମଗ୍ର ବିଶ୍ଵରେ ସମ୍ବେଦନା -୨ , ଅନୁଷ୍ଠିତ ହେଉଅଛି l  ଚଳିତ ବର୍ଷ ୨୪ ସହ କ୍ୟାମ୍ପ ରୁ ଏକ ଲକ୍ଷ ପଚାଶ ହଜାର ୟୁନିଟ୍ ସଂଗ୍ରହ କରିବା ପାଇଁ ସଂକଳ୍ପ ନିଆଯାଇଛି l ଆଜି ବୌଦ୍ଧ ସରକାରୀ ପଲିଟେକନିକ୍ ପରିସରରେ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରକୁ ଅଧ୍ୟକ୍ଷ ଅଶୋକ ପଣ୍ଡା ଉଦଘାଟନ କରିଥିଲେ l ରକ୍ତ ଭଣ୍ଡାରର ଅଧିକାରୀ ଓ କାର୍ଯ୍ୟକର୍ତ୍ତା ମାନେ ରକ୍ତ ସଂଗ୍ରହ କରିଥିଲେ l ୫୨ ଜଣ ଛାତ୍ର ଛାତ୍ରୀ ସ୍ୱେଚ୍ଛା କୃତ ଭାବେ ରକ୍ତଦାନ କରିଥଲେ l ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ମଦନ ମୋହନ ପ୍ରଧାନ, ଆଇ. ଟି.ଆଇ. ର ଅଧ୍ୟକ୍ଷ ଅବିନାଶ ମିଶ୍ର, ରାଜ୍ୟ ସଂଜଯୋକ ପ୍ରବୀର କୁମାର ଦାସ, ରକ୍ତଦାତା ପ୍ରବର୍ତ୍ତକ ସଂଘର  ସମ୍ପାଦକ ଦେବାଶିଷ ପୁରୋହିତ ପରିଚାଳନା କରିଥିଲେ l ଗତ ବର୍ଷ ନିଫା ଅନୁଷ୍ଠାନକୁ ରକ୍ତଦାନ କ୍ଷେତ୍ରରେ ବିଶ୍ଵ ରେକର୍ଡ ମାନ୍ୟତା ପାଇଛି l