ପ୍ରଯୋଜକଙ୍କ ନାଁରେ ଦାନ ମାଝୀଙ୍କ ଏତଲା
*-ବଲାଙ୍ଗିର: ପାଟଣାଗଡ଼ ଥାନାରେ ଏତଲା ଦେଲେ ଦାନ ମାଝୀ*
*-ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ଙ୍କ ନାଁରେ ଏତଲା*
*-କ୍ଷୁଦ୍ର ଚଳଚ୍ଚିତ୍ର 'ଲାଶ୍'କୁ ନେଇ ଏତଲା ଦେଲେ ଦାନ ମାଝୀ*
*-ଦାନ ମାଝୀଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ 'ଲାଶ୍'*
*-ତାଙ୍କ ଅନୁମତି ନ ନେଇ ଫିଲ୍ମ କରିଥିବାରୁ ପ୍ରଯୋଜକଙ୍କ ନାଁରେ ଏତଲା*


admin 
