ବାଲେଶ୍ୱର ଜିଲ୍ଲା ରେ ଦଶକୋଟି ଟଙ୍କାର ସରକାରୀ ଅର୍ଥ ହରିଲୁଟ
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ବାଲେଶ୍ୱର ଜିଲାର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସେଠି ବାଲେଶ୍ୱର ଜିଲାର ଆରଡ଼ି =2 ର ବାହାନଗା ବ୍ଲକ, ସୋର ବ୍ଲକ, ସିମୁଳିଆ ବ୍ଲକ, ଖଇରା ବ୍ଲକ ର ସମସ୍ତ ଆରଡ଼ି ରୋଡ଼ ର2024-2025, 2025-2026 ବର୍ଷ ର ନିର୍ମାଣ କାମ ନିମ୍ନ ମାନର ହୋଇଛି, ଓ ଅନିୟମିତତା ହୋଇଛି, ଉଧାହରଣ କଇଥ ଗଡିଆ ରୁ ଆଳଦା ରୋଡ଼ କାମ ନିମ୍ନ ମାନର ଓ ଅନିୟମିତତା ହୋଇଛି, ଓ ସରକାରୀ ଅର୍ଥ ହରିଲୁଟ ହୋଇଛି, ଚାରିଟି ବ୍ଲକ ର ଆନୁମାନିକ ଦଶକୋଟି ଟଙ୍କାର ସରକାରୀ ଅର୍ଥ ହରିଲୁଟ ହୋଇଛି, ଓ ଅନିୟମିତତା ହୋଇଛି,
ଏଥିରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସମ୍ପୃକ୍ତି ରହିଛି, ବିଭାଗୀୟ ପିସି 15% ରହିଛି, ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି ଶ୍ରୀ ସେଠି ବାଲେଶ୍ୱର ଆରଡ଼ି =2 ର ଅଧିକ୍ଷଣ ଯନ୍ତ୍ରୀ. ସାଧାରଣ ରେ ଦାବୀ ହେଉଛି ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟର ସମୀକ୍ଷା କରିବାକୁ.


admin 
