ବଙ୍ଗୋପସାଗରରେ ଲଘୁଚାପ।

ବଙ୍ଗୋପସାଗରରେ ଲଘୁଚାପ।

*ବଙ୍ଗୋପସାଗରରେ ଲଘୁଚାପ। ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ଏବେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଖାପାଖି ଅଞ୍ଚଳ ଉପରେ ରହିଛି। ୨ ଦିନ ଭିତରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା। ଗଲା ୨୪ ଘଣ୍ଟା ଭିତରେ ୮ଟି ଜାଗାରେ ଶହେ ମିମିରୁ ଅଧିକ ବର୍ଷା ରେକର୍ଡ। ବରଗଡ଼ର ଅମ୍ୱାଭୋନାରେ ସର୍ବାଧିକ ୩୧୭ ମିମି ବର୍ଷା ରେକର୍ଡ। ବଲାଙ୍ଗୀରର ୧୪୭ମିମି, ବୌଦର କଣ୍ଟାମାଳରେ ୧୨୭ମିମି, ସୋନପୁରର ବୀରମହାରାଜପୁରରେ ୧୧୭ମିମି ବର୍ଷା।*