ଶାନ୍ତି_ଡିଲ୍‌ରେ_୧୪_ପ୍ରମୁଖ_ସର୍ତ୍ତ.

ଶାନ୍ତି_ଡିଲ୍‌ରେ_୧୪_ପ୍ରମୁଖ_ସର୍ତ୍ତ.

*ଶାନ୍ତି_ଡିଲ୍‌ରେ_୧୪_ପ୍ରମୁଖ_ସର୍ତ୍ତ* -ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍‌ଟ MoU ଜାରି କଲା ଇରାନ୍‌ -ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ସ୍ବାକ୍ଷରିତ ହେବ ୧୪ ସୂତ୍ରୀ MoU -ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଡିଲ୍‌ରେ ରହିଛି ୧୪ ପ୍ରମୁଖ ସର୍ତ୍ତ -୩୦ ଦିନ ଭିତରେ ହର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା -୬୦ ଦିନ ମଧ୍ୟରେ ଇରାନ୍‌ର ଫ୍ରିଜ୍‌ ହୋଇଥିବା ୧୨ ବିଲିଅନ୍‌ ଡଲାର ରିଲିଜ କରିବ -ଇରାନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବନି ଆମେରିକା -ଆମେରିକୀୟ ସୈନ୍ୟ ଇରାନ୍‌ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ତୁରନ୍ତ ହଟିବେ -ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ -ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା -ଇରାନ୍‌ରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦେବ ଆମେରିକା -ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନଡଲାର ସହାୟତା ଦେବେ -ପରମାଣୁ ଅସ୍ତ୍ର ବିକଶିତ କାର୍ଯ୍ୟକ୍ରମ ବନ୍ଦ କରିବ ଇରାନ୍