ବନ୍ୟା ର ଭିବଶିକା କୁ ପରିଦର୍ଶନ ଓ ସାହାଯ୍ୟର ହାତ ବଢାଇ ଛନ୍ତି ରାଜନଗରର ବିଧାୟକ ଏବଂ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ଚେୟାରମ୍ୟାନ।

ବନ୍ୟା ର ଭିବଶିକା କୁ ପରିଦର୍ଶନ ଓ ସାହାଯ୍ୟର ହାତ ବଢାଇ ଛନ୍ତି ରାଜନଗରର ବିଧାୟକ ଏବଂ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ଚେୟାରମ୍ୟାନ।

ପଟ୍ଟାମୁଣ୍ଡାଇ ତା ୩୧/୭/୨୦୨୬, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ୱାର୍ଡ ନଂ ୩ ଓ ୪ କୁ ଡଙ୍ଗା ସାହାଯ୍ୟରେ କିଛି ସୁଖୀଲା ଖାଦ୍ୟ ଓ ପାଣି ବୋତଲ ଧରି ଆଜ ପ୍ରୟ ୧ ଘଣ୍ଟିକା ସମୟରେ ସେମାେନ ସେହି ୱାର୍ଡ ର ଗ୍ରାମ ଅଭିମୁଖେ ବାହରି ଗ୍ରାମବାସୀ ମାନଙ୍କ ସ୍ଥିତି ପରଖି ତାଙ୍କର ରହିବା ଗ୍ରୁହ, ଗ୍ରୁହ ପାଳିତ ପଶୁ, ଓ ସ୍ୱସ୍ଥ୍ୟ ଅବସ୍ଥା ପରଖି ତାହାକୁ ସମାଧାନ ପାଇଁ ବ୍ୟବସ୍ଥା କରାଇବେ। 

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର