ବାରିମୂଳ ପଞ୍ଚାୟତ ନୋଡ଼ାଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ଅବସର ଗ୍ରହଣକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାରିମୂଳ ପଞ୍ଚାୟତ ନୋଡ଼ାଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ଅବସର ଗ୍ରହଣକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଯାଆଁରା ବାରିମୂଳ ପଞ୍ଚାୟତ ନୋଡ଼ାଲ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ଦାସ ଅବସର ଗ୍ରହଣ କରୁଥିବାରୁ ସ୍କୁଲ ତରଫରୁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ପ୍ରଶାନ୍ତ ଶତପଥୀଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଉକ୍ତ ସଭାରେ ପୂର୍ବତନ ଶିଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ । ଏଥିରେ ଡେରାବିଶ ବ୍ଲକ ତଥା ଯଅଁରା ବାରିମୂଳ ପଞ୍ଚାୟତର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

ସେମାନଙ୍କ ମଧ୍ୟରେ ଡ଼େରାବିଶ ବ୍ଲକ B.O, ମଦନ ମୋହନ କର A.B.O. ଖଗେଶ୍ୱର ନାୟକ,C.R.C ସୋନମ୍ ସ୍ୱାଇଁ , ପଞ୍ଚାୟତର ସରପଞ୍ଚ ଶଙ୍କର୍ଷଣ ପରିଡ଼ା, ପୂର୍ବତନ ସ୍କୁଲ ସଭାପତି ରଜତ ବଳ, ମୋ ସ୍କୁଲ ସଭାପତି ରଂଜନ ରାଉତ,ସ୍କୁଲ କମିଟି ସଭାପତି ବିଜୟ ସେଠୀ, ସହକାରୀ ଶିକ୍ଷକ ଅମର ବେହେରା ଅନ୍ୟତମ ସ୍ୱୟଂପ୍ରଭା ମିଶ୍ରଙ୍କ ରିପୋଟ ବିଶେଷ ଖବର