ଖଇରା ବ୍ଲକର ସମସ୍ତ ଆରଡ଼ି ରୋଡ଼ ର ଏପରି ଅନିୟମିତତା ହୋଇଛି,
ଏଡିସନାଲ ଚିଫ ଇଞ୍ଜିନୟିର ଡି. ବେହେରା ଆରଡ଼ି ବିଭାଗ ଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କଲାପରେ କହିଲେକି ଦୁଇବର୍ଷ ହେବ କାମ କରୁଥିବା ସବ ଠିକାଦାର ଲଷ୍ମୀଧର ପାଢ଼ୀ କୁ ବ୍ଲାକଲିଷ୍ଟ କରାଯାଇଅଛି, ଟେଣ୍ଡର ଦିଆଯାଉନାହିଁ, ସବ ଟେଂଡର ଭାବେ କାର୍ଯ୍ୟ କରୁଛି, ଭଲ କାମ କରିବା ଦରକାର, କାମ ନିମ୍ନ ମାନର ହେଉଛି ବୋଲି ସାନନୂଆଗାଁ ର ବରିଷ୍ଟ ଵ୍ୟକ୍ତି ଶ୍ରୀ ରବୀନ୍ଦ୍ର ବିଶ୍ୱାଳ ଓ ଗାଁ ଲୋକ ଆପତ୍ତି ଓ ଅଭିଯୋଗ କରୁଛନ୍ତି, ଏସ୍ଟିମେଣ୍ଟ କଣ? କାମ କିପରି ହେଉଛି, ବିଭାଗୀୟ ଅଧିକାରୀ JE, କାର୍ଯ୍ୟ ଦେଖିବାକୁ ଆସୁନାହାନ୍ତି, ଏସଡିଓ ପଦ ପାଇଁ ବିଧାୟକ ଙ୍କ ସୁପାରିସ ନିମିତ୍ତ ବୁଲୁଛନ୍ତି, ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି, କାର୍ଯ୍ୟର ଅବହେଳା, ଅନିୟମିତତା, ଅସାଧୁ, ଭଳି କାର୍ଯ୍ୟ କରୁଛନ୍ତି ଓ ସରକାରୀ ଅର୍ଥ ହରିଲୁଟ ହେଉଛି, ଖଇରା ବ୍ଲକର ସମସ୍ତ ଆରଡ଼ି ରୋଡ଼ ର ଏପରି ଅନିୟମିତତା ହୋଇଛି,


admin 
