ବିଜୟଙ୍କୁ ଭେଟିଲେ ଦିଲ୍ଲୀପ !
*-ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ*
*-ବାସଭବନକୁ ଯାଇ ଭେଟି ଆଲୋଚନା କଲେ*
*-ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ*
*-୩ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା କହିଲେ ବିଜୟ*
*-ନବୀନ ବାବୁଙ୍କ ପ୍ରତି ଅସନ୍ତୋଷ ବଢ଼ୁଛି ବୁଝିପାରୁ ନାହାଁନ୍ତି*
*-ନବୀନ ବାବୁ ଆତ୍ମସମୀକ୍ଷା କରିବା ପାଇଁ ସମୟ ଆସିଛି- ବିଜୟ*
*-ବରିଷ୍ଠ ନେତା ରବି ପାଣି ମଧ୍ୟ ଦୁଇ ନେତାଙ୍କୁ ଭେଟିଲେ*
*-ବିଜୁ ବାବୁଙ୍କ ଆତ୍ମା ଶାନ୍ତି ପାଇବ କହିଲେ ରବି ପାଣି*


admin 
