୧୦ ବର୍ଷରେ ୧୫୨ ପେପର ଲିକ୍: ରାହୁଲ
*-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧୀଦଳ ନେତା ରାହୁଲଙ୍କ ଟାର୍ଗେଟ୍*
*-‘ଶିକ୍ଷା ମନ୍ତ୍ରୀ ବ୍ୟବସ୍ଥା ଚଳାଇବାରେ ବିଫଳ, ଇସ୍ତଫା ଦେବା ଉଚିତ’*
*-‘ଗତ ୧୦ ବର୍ଷରେ ୧୫୨ ଥର ପେପର ଲିକ୍ ହୋଇଛି’*
*-‘ଆଉ ଏହି ୧୦ ବର୍ଷରେ ଜଣେ ଦୋଷୀଙ୍କୁ ବି ଦଣ୍ଡବିଧାନ ହୋଇନି’*
*-‘ଗୋଟିଏ ଗ୍ରୁପ ଲୋକ ଶିକ୍ଷା ବ୍ୟବସ୍ଥାକୁ ପୂରା ଧ୍ବଂସ କରି ଦେଇଛନ୍ତି’*
*-‘ଶିକ୍ଷାର୍ଥୀଙ୍କୁ ୩ ଦାବିକୁ ପୂରା ସମର୍ଥନ କରୁଛି, ଓହରିବାର ପ୍ରଶ୍ନ ଉଠୁନି’*


admin 
