ବୋହୂ ବିଦ୍ୟାଭାରତୀଙ୍କ ଗିରଫ ଦାବି କଲେ ଶ୍ବଶୁର
*-ACF ସୌମ୍ୟଙ୍କ ମୃତ୍ୟୁ; ୫ ବର୍ଷ ପରେ ତତ୍କାଳୀନ DFO ଜେଲ୍ ଯିବା ଘଟଣା*
*-ସାମାନ୍ୟ ଆଶ୍ୱସ୍ତି ପ୍ରକାଶ କଲେ ମୃତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା*
*-‘ନ୍ୟାୟିକ ପ୍ରକିୟା ଉପରେ ଭରସା ରହିଛି, ପ୍ରଭୁ ଜଗନ୍ନାଥ ଶୁଣିବେ ଆଶା’*
*-‘ବୋହୂ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରାଯାଉ’*
*-‘ପୂର୍ବତନ ଜଙ୍ଗଲ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ’*
*-‘ଚନ୍ଦନ କାଠ ଚୋରା ଚାଲାଣ ରୋକିବାରୁ ମୋ ପୁଅକୁ ହତ୍ୟା କରାଗଲା’*


admin 
