admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 99
admin Sep 11, 2026 4
admin Sep 11, 2026 22
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 47
admin Aug 29, 2026 6
admin May 29, 2026 68
admin May 27, 2026 11
admin May 17, 2026 67
admin Sep 11, 2026 103
admin Sep 10, 2026 169
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ବୌଦ୍ଧରେ ଜିଲ୍ଲାରେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ସେବାର ଶୁଭାରମ୍ଭ। ବୌଦ୍ଧ:୨୧/୦୬(ରବିନ୍ଦ୍ର ପଟ୍ଟନାୟକ) ନିଟ୍ ୟୁଜି (NEET UG) ପରୀକ୍ଷାର୍ଥୀମାନଙ୍କ ସୁବିଧା ଓ ନିରାପଦ ଯାତାୟାତକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ପରିବହନ ସେବାର ବ୍ୟବସ୍ଥା କରାଯାଇଛି । ଏହି ସେବାର ଶୁଭାରମ୍ଭ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନାଙ୍କ ଦ୍ୱାରା ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ମୋଟ ୧୬ ଜଣ ନିଟ୍ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବା ପାଇଁ ପରିବହନ ସହାୟତା ପ୍ରଦାନ କରାଯାଇଥିଲା। ବଲାଙ୍ଗୀର ପରୀକ୍ଷା କେନ୍ଦ୍ର ପାଇଁ ୮ ଜଣ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ମିଶାଇ ମୋଟ ୧୬ ଜଣଙ୍କୁ ଏକ ଟ୍ରାଭେଲର ଗାଡ଼ିରେ ପଠାଯାଇଥିଲା। ସେହିପରି ଫୁଲବାଣୀ ପରୀକ୍ଷା କେନ୍ଦ୍ର ପାଇଁ ୩ ଜଣ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଏକ ବୋଲେରୋ ଯାନରେ ପଠାଯାଇଥିଲା। ଏହାବ୍ୟତୀତ ଭୁବନେଶ୍ୱର ପରୀକ୍ଷା କେନ୍ଦ୍ର ପାଇଁ ୩ ଜଣ ଏବଂ ସମ୍ବଲପୁର ପରୀକ୍ଷା କେନ୍ଦ୍ର ପାଇଁ ୨ ଜଣ ପରୀକ୍ଷାର୍ଥୀଙ୍କ ଯାତାୟାତ ବ୍ୟବସ୍ଥା ଓଏସଆରଟିସି (OSRTC) ବସ୍ ମାଧ୍ୟମରେ କରାଯାଇଥିଲା। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ସ୍ୱାଗତ କରିଥିଲେ। ଦୂରସ୍ଥ ପରୀକ୍ଷା କେନ୍ଦ୍ରକୁ ଯିବାରେ ହେଉଥିବା ଅସୁବିଧା ଦୂର କରିବା ସହ ପରୀକ୍ଷାର୍ଥୀମାନେ ନିର୍ବିଘ୍ନରେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
Previous Article
Next Article
admin1
admin1 Jun 30, 2026 3
admin1 Jun 6, 2026 5
admin Aug 9, 2026 7
admin1 Jun 11, 2026 5
admin1 Jun 24, 2026 25
admin Apr 28, 2026 12
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options