*ମୋକିମ୍ଙ୍କ ଘରେ ଦିଲ୍ଲୀପ ରାୟ...*
*-କଟକ: ମହମ୍ମଦ ମୋକିମ୍ଙ୍କ ବାସଭବନରେ ସାଂସଦ ଦିଲ୍ଲୀପ ରାୟ*
*-ମୋକିମ୍ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଭେଟି ଜଣାଇଲେ କୃତଜ୍ଞତା*
*-ରାଜ୍ୟସଭା ନିର୍ବାଚନରେ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଦେଲେ ଦିଲ୍ଲୀପ*
*-'ସୋଫିଆ ଓ ମୋକିମ୍ଙ୍କ ସହଯୋଗରେ ମୁଁ ରାଜ୍ୟସଭାରେ ଜିତିଲି'*
*-ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା କହିଲେ*
*-ଦିଲ୍ଲୀପଙ୍କ କଟକ ଗସ୍ତ ଓ ମୋକିମ୍ଙ୍କ ସହ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା*


admin 
