ବ୍ରହ୍ମପୁର ସହରରେ ଯୁବକଙ୍କୁ ଅପହରଣ ପରେ ସଂଘବଦ୍ଧ ଭାବେ ହତ୍ୟା .

ବ୍ରହ୍ମପୁର ସହରରେ ଯୁବକଙ୍କୁ ଅପହରଣ ପରେ ସଂଘବଦ୍ଧ ଭାବେ ହତ୍ୟା
ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ରାସ୍ତା ହେଲା ରକ୍ତରଞ୍ଜିତ
ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଲକ୍ଷ୍ମୀନୃଶିଂହ ସାହିର ବିଦ୍ୟାଧର ପାଣିଗ୍ରାହୀ(୨୨)
ଆକ୍ରମଣରେ ମୃତକଙ୍କ ସାଙ୍ଗ ଆହତ
ଘଟଣା ପରେ ଅପରାଧୀ ଫେରାର
ଆହତଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ
ଆକ୍ରମଣକାରୀଙ୍କ ପରିବାରର ୩ଜଣଙ୍କୁ ଉଠାଇ ଆଣିଲା ପୋଲିସ
ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ
- ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ଚଢାଉ .