ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମେକ୍କା ଗ୍ରାମପଞ୍ଚାୟତରେ ଆଜି ଜାତୀୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜରୁରୀ କାଳୀନ ବୈଠକ  .

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମେକ୍କା ଗ୍ରାମପଞ୍ଚାୟତରେ ଆଜି ଜାତୀୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜରୁରୀ କାଳୀନ ବୈଠକ  .

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମେକ୍କା ଗ୍ରାମପଞ୍ଚାୟତରେ ଆଜି ଜାତୀୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜରୁରୀ କାଳୀନ ବୈଠକ  .

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ 03/ 06/
ମାଥିଲି ବ୍ଲକ ମେକା ଜିପ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରଞ୍ଜତା ପୂଜାରୀ ସମେତ ବିଭାଗୀୟ ଅତିରିକ୍ତ ବ୍ଲକ ପ୍ରକଳ୍ପ କାର୍ଯ୍ୟକାରୀ ଅଧିକାରୀ APO ଲିଙ୍ଗରାଜକରକୋରା, ନିର୍ବାହୀ ଅଧିକାରୀ ମେକ୍କା,, ସାଗର ମହାନ୍ତି, ACDO ମେକ୍କା ଗ୍ରାମରୋଜଗାର ସେବକ, ଧର୍ମେନ୍ଦ୍ର ସାହୁ ସମସ୍ତ ଗାଁ ସାଥୀ, ଭାଇ, ଭଉଣୀ ମାନେ ମୁଖ୍ୟ ସଚେତକ, ମେକ୍କା ଗ୍ରାମପଞ୍ଚାୟତର 12ଟି ୱାର୍ଡ 5ଟି ରାଜସ୍ବ ଗ୍ରାମ 27 ପଡ଼ାଗ୍ରାମ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରୀଙ୍କ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥାନ୍ତି, ସରପଞ୍ଚ, ମେକ୍କା ଗ୍ରାମପଞ୍ଚାୟତ ଗ୍ରାମବାସୀ ମାନଙ୍କ ଦାବୀ ଅନୁସାରେ ବିଭାଗୀୟ କତୃପକ୍ଷ ସହ ଆଲୋଚନା କରି, କିଂବା ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି, ଲୋକଙ୍କ ଡିମାଣ୍ଡ ଅନୁଯାଇ ପ୍ରଚାର ପ୍ରସାର ବେଳେ ପ୍ରତିଶୃତି ଦେଇଥାନ୍ତି ଆଜି, ମେକ୍କା ଗ୍ରାମପଞ୍ଚାୟତ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଇଲେକ୍ସନ ସାରି ପାଖାପାଖି 3 ବର୍ଷରୁ ଅଧିକ ହେବ ଗ୍ରାମପଞ୍ଚାୟତ ଗୁଡିକରେ, ନିଜ ପଞ୍ଚାୟତରେ ଜନସାଧାରଣ ସେବା ଯୋଗାଇ ଦେବା ନିମନ୍ତେ ସରକାରୀ ବିଭିନ୍ନ ଯୋଜନା ଅଛି, ମାଥିଲି ବ୍ଲକର 20 ଟି ଗ୍ରାମପଞ୍ଚାୟତ ଥିବା ବେଳେ ମେକ୍କା ଗ୍ରାମପଞ୍ଚାୟତରେ ଲୋକଙ୍କ ଦାବୀ, ଲୋକଙ୍କ ସମସ୍ୟା,ସାଧାରଣ ଲୋକଙ୍କ ଯୋଜନା, ଟାର୍ଗେଟ ଅନୁସାରେ କାମ କରନ୍ତି ମେକ୍କା ଲେଡି ସରପଞ୍ଚ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ  ଗମନାଗମନ, ଅନ୍ୟ ଅନ୍ୟା ସବୁ ଯୋଜନା କାର୍ଯ୍ୟକାରୀ କରିବା ସବୁବେଳେ ଲୋକଙ୍କ ସହିତ ଯୋଡ଼ିତ କାମ କରନ୍ତି, ମେକ୍କା ମେକ୍କା ଗ୍ରାମବାସୀ ଓ ଜନସାଧାରଣ ସହତ ଏବଳୀ ପଦକ୍ଷେପ ନିଆଗଲା ବ୍ଲକ ପ୍ରଶାସନ ସହଯୋଗରେ ପ୍ରତି ଗାଁ କୁ ଗାଁ ରାସ୍ତା ସଂଯୋଗ କଲେ ସରପଞ୍ଚ, 2022 ଠାରୁ ଆରମ୍ଭ କରି ଆଜିକା ଦିନରେ ମଧ୍ୟ କାମ କରିବା ପାଇଁ ପଛଘୁଞ୍ଚା ଦେଇ ନାହାନ୍ତି, ସରପଞ୍ଚ, ଯଥା ନୂତନ ରାସ୍ତା ନିର୍ମାଣ  ଦିନରେ ଥିବ ରାସ୍ତା ଗୁଡିକରେ ନାମ ରଖିଲୁ, ଶତପ୍ରତିଶତ କାମ ସମ୍ପୂର୍ଣ୍ଣ ମରାମତି ନେଇ ଗାଁ ମେଟ ସହିତ  କରିବା, ଆଲୋଚନା କରାଗଲା
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବ