ଭାରତୀୟ ନାଗରିକ ସୁରକ୍ଷ୍ୟା ସଂହିତା ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି |
ଏତଦ୍ବାରା ଖଇରା ତହସିଲ ଅଧ୍ୱନସ୍ଥ ସମସ୍ତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛିକି, ଅତ୍ର ତହସିଲ ଅଧୀନରେ ମୌଜା ସାରିଶୁଆ କପିଳଝରି ବନ୍ଧନଟା ରେ ଥିବା ଲଘୁ ଖଣିଜ ଉତ୍ସ (ପଥର ଖଣି) ତଥା ଉକ୍ତ ଖଣିର ଆଖପାଖ ଅଞ୍ଚଳରେ ଉପଜିଲ୍ଲାପାଳ-ତଥା-ଉପଖଣ୍ଡ ମାଜିଷ୍ଟ୍ରେଟ, ବାଲେଶ୍ବରଙ୍କ ଦ୍ବାରା ଭାରତୀୟ ନାଗରିକ ସୁରକ୍ଷ୍ୟା ସଂହିତା ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଅଛି
ଜାରି ହୋଇଥିବା ନିଷେଧ ଅଞ୍ଚଳରେ କୌଣସି ପ୍ରକାରର ବେଆଇନ କାର୍ଯ୍ୟ ଏଣୁ କିମ୍ବା ଯାତାୟାତ ଆଇନ ବିରୋଧ ଅଟେ । ଉକ୍ତ ଆଦେଶକୁ ଅବମାନନା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନାନୁଯାୟୀ ଦୃ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତହସିଲଦାର, ଖଇରା TAHASILDAR KHAIRA


admin 
