ମାଟ୍ରିକ ରେଜଲ୍ଟ: ୯୪.୯୩% ପାସ୍ହାର .
ମାଟ୍ରିକ ରେଜଲ୍ଟ: ୯୪.୯୩% ପାସ୍ହାର . -ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ -ଚଳିତ ବର୍ଷ ପାସ୍ହାର ରହିଛି ୯୪.୯୩% -ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ -ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ -A1- ୧୮୧୨ , A2-୧୨ , ୨୦୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ -B1-୩୮, ୮୩୧, B2-୮୪,୯୭୧ କୃତକାର୍ଯ୍ୟ -୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି -୩୨୭୨ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ .
