*ରାଇଡ୍ ସେୟାରିଂ କରନ୍ତୁ: ଉଷା ପାଢ଼ୀ*

*ରାଇଡ୍ ସେୟାରିଂ କରନ୍ତୁ: ଉଷା ପାଢ଼ୀ*

*-ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚକାଟ ପରାମର୍ଶବଳୀ*

*-ସରକାରୀ ଯାନବାହାନର ସଚେତନ, ସଂଯମୀ ବ୍ୟବହାର ପାଇଁ ପରାମର୍ଶ*

*-ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଅନୁସରଣ କରିବାକୁ ବିଭାଗର ACSଙ୍କ ପରାମର୍ଶ*

*-‘ଭେହିକିଲ୍‌ ପୁଲିଂ’ ବା ‘ରାଇଡ୍ ସେୟାରିଂ’ କରିବାକୁ ଦେଲେ ପରାମର୍ଶ*

*-ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଞ୍ଚ ବେଳେ ଆପଣାନ୍ତୁ- ଉଷା ପାଢ଼ୀ*

*-ସ୍ବଳ୍ପ ଦୂରତା, ବ୍ୟକ୍ତିଗତ ସୁବିଧା ପାଇଁ ସରକାରୀ ଯାନବାହାନ ବ୍ୟବହାର ମନା*