*ସାମଗ୍ରୀ ମହଜୁଦ ରହିଛି: ବ୍ୟବସାୟୀ ସଂଘ*

*ସାମଗ୍ରୀ ମହଜୁଦ ରହିଛି: ବ୍ୟବସାୟୀ ସଂଘ*

*-ଖାଇବା ତେଲ ଦାମ୍ ବୃଦ୍ଧି; ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଲା ବ୍ୟବସାୟୀ ସଂଘ*

*-କେହି ଭୟଭୀତ ହୋଇ ଅଧିକ କିଣାକିଣି ନ କରିବାକୁ ସଂଘ ମହାସଚିବଙ୍କ ଅପିଲ୍‌*

*-‘ଦରଦାମ୍‌ ବଢ଼ିବାର କୌଣସି ସମ୍ଭାବନା ନାହିଁ, ସାମଗ୍ରୀ ମହଜୁଦ ରହିଛି’*

*-‘ସରକାର ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କଲେ ସମସ୍ୟା ହେବନି’*

*-‘ଏସବୁ ସତ୍ତ୍ବେ ଏବେ ପରିବହନକାରୀ ସଂସ୍ଥା ଅଧିକ ଦେୟ ଦାବି କରୁଛନ୍ତି’*

*-‘ତେଣୁ ଯାହା ଅଧିକ ଖର୍ଚ୍ଚ ହେବ ତାହା ଖାଉଟିଙ୍କ ଉପରେ ହିଁ ପଡ଼ିବ’*