ରାଷ୍ଟ୍ରବିରୋଧୀ_ଶକ୍ତି_ଲାଭ_ନ_ଉଠାନ୍ତୁ

ରାଷ୍ଟ୍ରବିରୋଧୀ_ଶକ୍ତି_ଲାଭ_ନ_ଉଠାନ୍ତୁ

ଗତ ୧୦ ଦିନର ଘଟଣାକ୍ରମ ଦେଖି ମୋର ମନରେ କଷ୍ଟ ହୋଇଛି

ଏହା ମୋ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ, ଯୁବଶକ୍ତି ହିଁ ଦେଶର ପ୍ରକୃତ ଶକ୍ତି

ଯୁବଶକ୍ତିକୁ ଭ୍ରମର କୁଚକ୍ରରେ ଫସିବାକୁ ଦେବୁ ନାହିଁ, ଏହା ହିଁ ମୋର ସଂକଳ୍ପ

ଜନ୍ତରମନ୍ତରରେ ଏବଂ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏହି ପରିସ୍ଥିତିରୁ ରାଷ୍ଟ୍ରବିରୋଧୀ ଶକ୍ତିମାନେ ଲାଭ ନ ଉଠାନ୍ତୁ 

ଆମ ପିଲାମାନେ ନିଜ ସମୟ ପଢ଼ାପଢ଼ିରେ ଲଗାନ୍ତୁ, କ୍ୟାରିଅର୍ ତିଆରି କରନ୍ତୁ

ଏହି କଥା ବିଚାର କରି ପ୍ରଧାନମନ୍ତ୍ରୀଙ୍କୁ ମୋର ଇସ୍ତଫାପତ୍ର ପଠାଇ ଦେଇଛି