ରାୟଗଡା ଜିଲ୍ଲା ବିଜେପି ର ଟାଣୁଆ ନେତା ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ (କଣ୍ଡାବାବୁ)ଙ୍କୁ ଶ୍ରଦ୍ଧାଞ୍ଜଳି
ରାୟଗଡା ଜିଲ୍ଲା
ଗୁଣପୁର ଭାଜପା ପକ୍ଷରୁ ରାୟଗଡ଼ା ଜିଲ୍ଲାର ଲୋକପ୍ରିୟ ରାଜନୈତିକ ନେତା ତଥା ସମାଜସେବୀ ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ (କଣ୍ଡାବାବୁ)ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା ଏଲ୍ଲା କୋଣ୍ଡା ବାବୁ ଜଣେ
ଜନସେବା ଓ ସମାଜସେବା କ୍ଷେତ୍ରରେ କଣ୍ଡାବାବୁଙ୍କ ଅବଦାନ ସଦା ସର୍ବଦା ସ୍ମରଣୀୟ ତାଙ୍କ ବିୟୋଗ ଆମ ରାୟଗଡା ଜିଲ୍ଲା ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଆଦର୍ଶ, ସେବା ଓ ସ୍ମୃତି ସର୍ବଦା ଆମକୁ ପ୍ରେରଣା ଦେଇ ଆସୁଥିଲେ ଆଜିର
ଏହି ଶୋକସଭାରେ ଶ୍ରୀ ବିଦ୍ୟାଧର ଶବର, ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ଼ା; ଶ୍ରୀ ୱାଇ. ଗଣପତି, ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ; ଶ୍ରୀ ଶ୍ରୀନିବାସ ସ୍ୱାଇଁ, ଜିଲ୍ଲା ଉପସଭାପତି; ଶ୍ରୀ ମୁଖି ଭେଙ୍କଟ ରାବଣା, ପୂର୍ବତନ ପୌର ଉପାଧ୍ୟକ୍ଷଙ୍କ ସମେତ ବହୁ ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ କୋଣ୍ଡାବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପାଳନ କରାଯାଇଥିଲା
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
