ମାଟି ବଂଶ ଅବଧାନ ସମାଜ ଓଡିଶା

ମାଟି ବଂଶ ଅବଧାନ ସମାଜ ଓଡିଶା

ଆମ ମାଟି ବଂଶ ଅବଧାନ ସମାଜ ଓଡିଶା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ର କୋଷାଧକ୍ଷ ସ୍ବର୍ଗତ ଧିରେନ କୁମାର ସିଂହ ଙ୍କ ଏକାଦଶ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି,

ଏହି ସ୍ମୁତି ସଭାରେ ରାଜ୍ୟ ସମ୍ପାଦକ ଶୁଭେନ୍ଦୁ ସିଂହ ଯୋଗ ଦେଇ କାର୍ଯ୍ୟକ୍ରମ କର୍ମ ପରିଚାଳନା କରି ଥିଲେ ଏହି ସ୍ମୃତି ସଭାରେ ମାର୍ଶାଘାଇ ବ୍ଲକ ସଭାପତି ଶ୍ରୀ କରୁଣାକର ଚୁଳି ଏବଂ ଗର୍ଦପୁର ବ୍ଲକ ସଭାପତି ବିଜୟୀ ନାୟକ ଏବଂ ମାଟି ବଂଶ ପଣ୍ଡିତ ଶ୍ରୀଧର ନାଥ, ଅଭିମନ୍ୟୁ ନାୟକ କେନ୍ଦ୍ରାପଡା ଟାଉନ ସଭାପତି ଅଭୟ ଦାଶ ସମ୍ପାଦକ ହରେକୃଷ୍ଣ ମହାରଣା ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ ଏହା ସହ ବହୁ ଜାତି ଭାଇ ଯୋଗ ଦେଇ ସଭା ରେ ଉପସ୍ଥିତ ରହି ନିରବ ପ୍ରାର୍ଥନା ରେ ସାମିଲୀ ହୋଇ ଥିଲେ ଏବଂ ଇଷ୍ଟଦେବ ଲିଙ୍ଗରାଜ ଙ୍କ ପାଉନା 501ଟଙ୍କା ପ୍ରଦାନ କରିବା ସହ ସଙ୍ଘ କର୍ମ କର୍ତା ଙ୍କୁ ଉତ୍ତରୀୟ ପ୍ରଦାନ କରି, ଜାତି ଭାଇ ମାନଙ୍କ ଠାରୁ ଆଶ୍ରିବାଦ ପ୍ରାପ୍ତ କରିଥିଲେ ପରିଶେଷରେ ପ୍ରଭାତ ସିଂହ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ହୋଇ ଥିଲା