ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର
-ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର
-ତହସିଲଦାର ତଥା ସବ ରେଜିଷ୍ଟ୍ରାର ମୁରଲୀଧର ଉର୍ମିଲ୍
-ରାଜାବସା ଛକ ନିକଟରେ ଭିଜିଲାନ୍ସର ଅଚାନକ ଚଢ଼ାଉ
-୫ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଯିବା ବେଳେ ଧରିଲା ଭିଜିଲାନ୍ସ
-ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ତହସିଲଦାର
-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ସ୍ଥାନରେ ରେଡ୍ #Vigilance


admin 
