ସୁଭଦ୍ରା ଚତୁର୍ଥ କିସ୍ତିର ଟଙ୍କା କୁ ନେଇ ବଡ ଖବର.

ସୁଭଦ୍ରା ଚତୁର୍ଥ କିସ୍ତିର ଟଙ୍କା କୁ ନେଇ ବଡ ଖବର.

ସୁଭଦ୍ରା ଚତୁର୍ଥ କିସ୍ତିର ଟଙ୍କା ପାଇବାରୁ ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଚିବ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ କେଉଁ କାରଣରୁ ବାଦ ପଡିଛନ୍ତି ତାହା ଜଣାପଡିବ।

ସେମାନେ ଯଦି ଯୋଗ୍ୟ ହୋଇଥିବେ ଅର୍ଥରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।