*⭕ସୁଭଦ୍ରା_ଟଙ୍କା_ଦେଲେ_ମୁଖ୍ୟମନ୍ତ୍ରୀ*

*⭕ସୁଭଦ୍ରା_ଟଙ୍କା_ଦେଲେ_ମୁଖ୍ୟମନ୍ତ୍ରୀ*

'ସୁଭଦ୍ରା' ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ 'ସୁଭଦ୍ରା' ମଞ୍ଚରୁ ପଠାଇଲେ ଟଙ୍କା 

୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା