ସ୍ୱାଧୀନତା ଦିବସରେ ବନ୍ଦେ ମାତରମ୍ ଗାନ
*-ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଥମ ଥର ଗାନ କରାଯିବ ‘ବନ୍ଦେ ମାତରମ୍’*
*-ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ବେଳେ ଗାନ କରାଯିବ*
*-ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି*
*-‘ବନ୍ଦେ ମାତରମ୍’ର ୧୫୦ତମ ପୂର୍ତ୍ତି ଅବସରରେ ଗାନ କରାଯିବ*
*-୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାରତମ୍’*


admin 
