*????BIG BIG BREAKING NEWS-ଜନଗଣନା ଅଧିକାରୀ କହି ଲୁଟ୍‌ !*

*????BIG BIG BREAKING NEWS-ଜନଗଣନା ଅଧିକାରୀ କହି ଲୁଟ୍‌ !*

*????BIG BIG BREAKING NEWS-ଜନଗଣନା ଅଧିକାରୀ କହି ଲୁଟ୍‌ !*

*-ଢେଙ୍କାନାଳ: ଜନଗଣନା ଅଧିକାରୀ କହି ମହିଳାଙ୍କ ଠାରୁ ଲୁଟ୍‌ ଅଭିଯୋଗ*

*-ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଅଭିନବ ଉପାୟରେ ଲୁଟ୍*

*-ଜନଗଣନା ଅଧିକାରୀ କହି ମହିଳାଙ୍କ ଘରେ ପଶିଥିଲା ଦୁର୍ବୃତ୍ତ*

*-ପ୍ରଥମେ ମହିଳାଙ୍କୁ ଆଧାର କାର୍ଡ ମାଗିଥିଲା ଦୁର୍ବୃତ୍ତ*

*-ଆଧାର କାର୍ଡ ଆଣିବା ପାଇଁ ଭିତରକୁ ଯିବାବେଳେ ଛୁରି ଦେଖାଇ ଲୁଟ୍*

*-ମଙ୍ଗଳ ସୂତ୍ର ଲୁଟି ନେଇଥିବା ରାସୋଳ ଥାନାରେ ମହିଳାଙ୍କ ଅଭିଯୋଗ*