*KIMSକୁ ସୋ କଜ୍ ନୋଟିସ୍*
*-ଭୁବନେଶ୍ୱରସ୍ଥିତ KIMS ହସ୍ପିଟାଲକୁ ସୋ’କଜ୍ ନୋଟିସ୍*
*-ସୋ’କଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି*
*-ଆୟୁଷ୍ମାନ ଭାରତ PM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ*
*-୫ ଦିନ ମଧ୍ୟରେ ସୋ’ କଜ୍ର ଜବାବ ଦେବାକୁ ନିର୍ଦ୍ଦେଶ*
*-କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସ୍ପଷ୍ଟୀକରଣ ନିର୍ଦ୍ଦେଶ*
*-ନିର୍ଦ୍ଦିଷ୍ଟ ସମୟରେ ଜବାବ ନ ମିଳିଲେ ନିୟମାନୁସାରେ ହେବ ପଦକ୍ଷେପ*
*-ପ୍ରି-ଅଥରାଇଜେସନ୍ରେ ଅନିୟମିତତା, ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର*
*-OPD ରୋଗୀଙ୍କୁ IPD ଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ*
*-ରୋଗୀଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ ଭଳି ଅଭିଯୋଗ ବି ରହିଛି*
*-ICU ଆଡମିଶନ୍ ମାନଦଣ୍ଡ ଓ ରେକର୍ଡରେ ମଧ୍ୟ ଅସଙ୍ଗତି ଚିହ୍ନଟ ସୂଚନା*
*-୬ ଜଣ ହିତାଧିକାରୀଙ୍କ ମାମଲାରେ ଅନିୟମିତତା ହୋଇଥିବା ଦର୍ଶାଯାଇଛି*
*-ଏନେଇ କୌଣସି ନୋଟିସ ହସ୍ତଗତ ହୋଇନଥିବା କହିଲେ କିମ୍ସ PRO*
*-ସୋ’କଜ୍ ନୋଟିସ୍ ପାଇଲେ ଅବଗତ କରାଇବୁ କହିଲେ PRO*


admin 
