*ହଷ୍ଟେଲରେ_ପଶି_ଯୁବତୀଙ୍କୁ_ଆକ୍ରମଣ*
-ଭୁବନେଶ୍ବର: ହଷ୍ଟେଲରେ ପଶି ଯୁବତୀଙ୍କୁ ଆକ୍ରମଣ, ମୁଣ୍ଡ ଫାଟିଲା
-ଜୟଦେବ ବିହାର ଲେନ୍-୭ରେ ଥିବା ଏକ ହଷ୍ଟେଲ୍ରେ ପଶି ଆକ୍ରମଣ.
-ହଷ୍ଟେଲ ମାଲିକାନା ବିବାଦ ଓ ଘରଭଡ଼ାକୁ ନେଇ ଆକ୍ରମଣ ଅଭିଯୋଗ
-ଆହତ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ, ଥାନାରେ ଏତଲା
-ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କଲା ନୟାପଲ୍ଲୀ ଥାନା ପୋଲିସ


admin 
