ହୀରାକୁଦର ୧୩ଟି ଗେଟ୍ ଖୋଲା..
*-ହୀରାକୁଦରେ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି*
*-ବାମ ପାର୍ଶ୍ୱର ୯ ଓ ଡାହାଣ ପାର୍ଶ୍ୱର ୪ଟି ଗେଟ୍ ଖୋଲା*
*-ହୀରାକୁଦରେ ବର୍ତ୍ତମାନ ଜଳସ୍ତର ରହିଛି ୬୧୮.୭୧ ଫୁଟ୍*
*-ହୀରାକୁଦକୁ ପ୍ରବେଶ କରୁଛି ୯୦ ହଜାର ୭୩୧ କ୍ୟୁସେକ ଜଳ*
*-ନିଷ୍କାସନ ହେଉଛି ୨ ଲକ୍ଷ ୩୮ ହଜାର ୫୦୮ କ୍ୟୁସେକ ଜଳ*


admin 
