ସୁଟିଂ ସେଟରେ "ତୋ ବିନା ଜୀବନ ଅଧୁରା " ଫିଲ୍ମର ପୁରା ଟିମ.ଏହି ଫିଲ୍ମ ର ପ୍ରଯୋଜକ ଭାବେ ଅଛନ୍ତି ସିପୁନ କୁମାର ଓଝା.

ସୁଟିଂ ସେଟରେ "ତୋ ବିନା ଜୀବନ ଅଧୁରା " ଫିଲ୍ମର ପୁରା ଟିମ.ଏହି ଫିଲ୍ମ ର ପ୍ରଯୋଜକ ଭାବେ ଅଛନ୍ତି ସିପୁନ କୁମାର ଓଝା.

ସୁଟିଂ ସେଟରେ "ତୋ ବିନା ଜୀବନ ଅଧୁରା " ଫିଲ୍ମର ପୁରା ଟିମ.ଏହି ଫିଲ୍ମ ର ପ୍ରଯୋଜକ ଭାବେ ଅଛନ୍ତି ସିପୁନ କୁମାର ଓଝା. ଲାଇନ ପ୍ରଡୁସର ଭାବେ ସନ୍ତୋଷ ମହାନ୍ତି ଥିବା ବେଳେ ମୁଭି ର ନିର୍ଦେଶନା ଭାର ସମ୍ଭାଳିଛନ୍ତି ପପୁ ରାଉତ. ଏହି ଚଳଚିତ୍ର ରେ ଅଙ୍କିତ ଓ ତନୁଶ୍ରୀ ଙ୍କ ଯୋଡି ଦେଖିବାକୁ ପାଇବେ. ଏଥିରେ ମୁଖ୍ୟ ଭୂମିକାରେ ଚୌଧୁରୀ ବିକାଶ ଦାଶ ଓ ଜୀବନ ପଣ୍ଡା, ସର ଅପା ଙ୍କ ସମେତ ବହୁ କଳାକାର ଅଛନ୍ତି. ବର୍ତମାନ ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଏହାର ସୁଟିଂ ଜୋରଦାର ଚାଲିଛି. ଖୁବ ଶୀଘ୍ର ଏହି ମୁଭି ଫ୍ଲୋର କୁ ଆସିବ ବୋଲି ପ୍ରଯୋଜକ ଶ୍ରୀ ଓଝା କହିଛନ୍ତି...