ଓଡ଼ିଶା କୃଷକ ସାଥୀ ସଂଘର ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା କୃଷକ ସାଥୀ ସଂଘର ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା କୃଷକ ସାଥୀ ସଂଘର ସାମ୍ବାଦିକ ସମ୍ମିଳନୀ

ବହୁତ୍ ଡେରିରେ ହେଲେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ବର୍ଷକ 12000 ଟଙ୍କା କୁ ବଦଳରେ 18000 ଟଙ୍କା 2022 ମସିହାରେ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟ ସରକାର ଗତ 18ଫେବୃଆରି ରେ ଘୋଷଣା କଲେ ଏହା ରାଜ୍ୟ ର ଅନୁଦାନ । ଯାହା ସମ୍ପୂର୍ଣ ମିଛ ଓ ପ୍ରତି କୃଷକ ସାଥୀ ହୃଦବୋଧ କରି ସାରିଲେଣି । ଆପଣମାନଙ୍କ ଜରିଆରେ ସରକାରଙ୍କୁ ଜଣେଇବାକୁ ଚାହେଁ ଯେଉଁଠି 17ବର୍ଷ ଧରି ରାଜ୍ୟ ସରକାର ଙ୍କ ପ୍ରତିଟି ଯୋଜନା କୁ କୃଷକ ସାଥୀ ମାନଙ୍କ ଦ୍ବାର। ତଳ ସ୍ତରରେ କାର୍ଯ୍ୟ କରିବା ଦ୍ବାର ଆଜି ରାଜ୍ୟ ସରକାର 5ଥର କୃଷି କର୍ମଣ ପୁରସ୍କାର ଲାଭ କରିଥିବା ବେଳେ ବିଜୁ କୃଷକ କଲ୍ୟାଣ ଯୋଜନା ରେ କୃଷକ ସାଥୀ ମାନଙ୍କ ଦ୍ବାରା ସଫଳ ରୂପାୟନ ହୋଇଥିବା ବେଳେ ବଳରାମ ଯୋଜନା କୁ ମଧ୍ଯ ପ୍ରତିଟି କୃଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ବହୁତ୍ ବଡ଼ ଭୂମିକା ଗ୍ରହଣ କରିଛି । ପ୍ରତି ବିଧାନସଭା ଅଧିବେଶନ ସମୟରେ କୃଷକ ସାଥୀ ମାନେ ଧାରଣା ରେ ବସିବା ସହିତ ଦାବି ଉପସ୍ଥାପନା କରି ଆସିଛି । ଆଗକୁ ନିର୍ବାଚନ ପରିପେକ୍ଷିରେ ସମସ୍ତ ବିଭାଗର ଦାବି ମୁତାବକ କିଛି ନା କିଛି ଘୋଷଣା କରିଥିବ। ବେଳେ ଆମ କୃଷକ ସାଥୀ ମାନଙ୍କୁ ଭୂୟାଁ ବୁଲା ଯାଉଛି ଯାହା ସାଧାରଣ କୃଷକ ସାଥୀଟି ବୁଝିଗଲେଣି । ତେଣୁ ଆଜି ଆମେ ସାଧାଣତ କୃଷକ ସାଥୀ ମାନଙ୍କ ସ୍ବର ଆପଣଙ୍କ ଜରିଆରେ ସରକାରଙ୍କୁ ଜଣେଇବାକୁ ଚାହେଁ ଆଗାମୀ 15ଦିନ ମଧ୍ୟରେ ସରକାର କଣ୍ଠ ଗୋଚର ନ କରନ୍ତି ତେବେ ରାଜ ରାସ୍ତାକୁ ଓହ୍ଲାଇବେ ଓ ସବୁ ଜାଗାରେ ପ୍ରତିବାଦର ସ୍ବର ଉତ୍ତୋଳନ କରାଯିବ